ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନ୍ନତି

ନୂଆଦିଲ୍ଲୀ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନ୍ନତି ହେବାରେ ଲାଗିଛି । ଦିଲ୍ଲୀ ଆର୍ମି ହସପିଟାଲରେ ଏବେ ବି ଗଭୀର କୋମାରେ ଅଛନ୍ତି ପ୍ରଣବ ମୁଖାର୍ଜୀ । ଫୁସଫୁସ ସଂକ୍ରମଣରେ ପୀଡିତ ପ୍ରଣବ ଏବେ ଭେଂଟିଲେଟରରେ ଅଛନ୍ତି । ତାଙ୍କୁ ଏକ ସ୍ପେଶାଲିଷ୍ଟ ଡାକ୍ତରଙ୍କ ଟିମ୍ ଚିକିତ୍ସା କରୁଛି । ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ୨୪ ଘଂଟିଆ ନଜର ରଖାଯାଉଛି । କିଛି ଦିନ ତଳେ ପ୍ରଣବଙ୍କର ଅସ୍ତ୍ରୋପଚାର ହୋଇଥିଲା ।

Comments are closed.