ଷ୍ଟାର୍ଟଅପ୍ ଓଡିଶାର ଆଇସର୍ଭୟୁଇଣ୍ଡିଆକୁ ଅଧିଗ୍ରହଣ କଲା ନିୟୋଜିନ୍ ଫିନଟେକ୍

ଭୁବନେଶ୍ୱର: ଓଡିଶାର ଆଇସର୍ଭୟୁଇଣ୍ଡିଆକୁ ଫିନଟେକ୍ ମେଜର ନିୟୋଜିନ୍ ଫିନଟେକ୍ ୫୯୨ ମିଲିଅନ ଟଂକାରେ ଅଧିଗ୍ରହଣ କରିଛି । ଷ୍ଟାର୍ଟଅପ୍ ଓଡିଶାର ପ୍ରଥମ ସ୍ୱୀକୃତ ପ୍ଲାଟଫର୍ମ ଭାବେ ଆଇସର୍ଭୟୁଇଣ୍ଡିଆ ୧୦୦ କୋଟିରୁ ଅଧିକ ଭେଲ୍ୟୁଏସନ ହାସଲ କରିବାରେ ସଫଳ ହେବା ସହ ୮ ମିଲିଅନ ଡଲାରରୁ ଅଧିକ ପାଣ୍ଠି ଯୋଗାଡ କରିପାରିଛି । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କା ର୍ଯ୍ୟାର୍ଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.