Browsing Tag

Startup Odisha

ଷ୍ଟାର୍ଟ ଅପ୍ ଓଡିଶା ଇନକ୍ୟୁବେସନ ସେଂଟରର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଓ-ହବ୍‌, ଷ୍ଟାର୍ଟ ଅପ୍ ଓଡିଶା ଇନକ୍ୟୁବେସନ ସେଂଟରର ଉଦଘାଟନ କରିବେ । ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ଉଦ୍ୟମରେ ପ୍ରତିଷ୍ଠା ହୋଇଥିବା ଏହି ସେଂଟର ଅତ୍ୟାଧୁନିକ ଭିତ୍ତିଭୂମିରେ ସଜ୍ଜିତ ହୋଇଛି । ଅଧିକ ସଂଖ୍ୟକ ଷ୍ଟାର୍ଟ ଅପ୍ ଏହି…

ଷ୍ଟାର୍ଟଅପ୍ ଓଡିଶାର ଆଇସର୍ଭୟୁଇଣ୍ଡିଆକୁ ଅଧିଗ୍ରହଣ କଲା ନିୟୋଜିନ୍ ଫିନଟେକ୍

ଭୁବନେଶ୍ୱର: ଓଡିଶାର ଆଇସର୍ଭୟୁଇଣ୍ଡିଆକୁ ଫିନଟେକ୍ ମେଜର ନିୟୋଜିନ୍ ଫିନଟେକ୍ ୫୯୨ ମିଲିଅନ ଟଂକାରେ ଅଧିଗ୍ରହଣ କରିଛି । ଷ୍ଟାର୍ଟଅପ୍ ଓଡିଶାର ପ୍ରଥମ ସ୍ୱୀକୃତ ପ୍ଲାଟଫର୍ମ ଭାବେ ଆଇସର୍ଭୟୁଇଣ୍ଡିଆ ୧୦୦ କୋଟିରୁ ଅଧିକ ଭେଲ୍ୟୁଏସନ ହାସଲ କରିବାରେ ସଫଳ ହେବା ସହ ୮ ମିଲିଅନ ଡଲାରରୁ ଅଧିକ ପାଣ୍ଠି…