Browsing Tag

131 members of the Legislative Assembly

ପାରାଦୀପରେ ଆଇଏନଏସ ଜଲସ୍ୱାରେ ସମୁଦ୍ର ବୁଲିବେ ବିଧାନସଭାର ୧୩୧ ବିଧାୟକ

ଜଗତସିଂହପୁର - ଆଜି ପାରାଦୀପ ଯିବେ ବିଧାନସଭାର ୧୩୧ ବିଧାୟକ । ଭାରତୀୟ ନୌସେନା ପକ୍ଷରୁ ବିଧାୟକମାନଙ୍କୁ ‘ଆଇଏନଏସ ଜଲସ୍ୱା’ରେ ସମୁଦ୍ର ଦର୍ଶନ କରାଯିବ । ଏଥିପାଇଁ ନୌସେନା ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପ୍ରତିବର୍ଷ ନୌସେନା ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଏ ।…