Browsing Tag

2 Arrested

ବାରିପଦାରେ ଜାଲ୍ ନୋଟ ଜବତ, ୨ ଗିରଫ

ବାରିପଦା-ମୟୂରଭଞ୍ଜ ଜିଲ୍ଲାରେ ଏକ ଜାଲ ନୋଟ ରାକେଟ ଠାବ ହୋଇଛି । ୮୫ ହଜାର ଟଙ୍କାର ଜାଲ ନୋଟ୍ ଜବତ କରିଛି ବାରିପଦା ଟାଉନ ଥାନା ପୋଲିସ । ୧୧୦ଟି ୫ ଶହ ଟଙ୍କିଆ, ୩ ଶହଟି ଶହେ ଟଙ୍କିଆ ଜାଲ୍ ନୋଟ୍ ଜବତ ହୋଇଛି । ଏହି ମାମଲରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଦୁଇ ଅଭିଯୁକ୍ତଙ୍କଠାରୁ ମୋବାଇଲ…