Browsing Tag

67th Grandmaster of India

ଲିଓନ ହେଲେ ଭାରତର ୬୭ତମ ଗ୍ରାଣ୍ଡମାଷ୍ଟର

ଚେନ୍ନାଇ – ଗୋଆର ୧୪ ବର୍ଷୀୟ ଲିଓନ ମେଣ୍ଡୋଙ୍କା ଭାରତର ୬୭ତମ ଚେସ୍ ଗ୍ରାଣ୍ଡମାଷ୍ଟର ହୋଇଛନ୍ତି । ଇଟାଲୀରେ ଏକ ଟୁର୍ଣ୍ଣାମେଣ୍ଟରେ ବିଜୟ ସହ ସେ ଗ୍ରାଣ୍ଡମାଷ୍ଟର ହେବା ପାଇଁ ଆବଶ୍ୟକ ତୃତୀୟ ତଥା ଅନ୍ତିମ ଔପଚାରିକତା ପୂରଣ କରିଥିଲେ । ଲିଓନ ଗୋଆର ଦ୍ୱିତୀୟ ଗ୍ରାଣ୍ଡମାଷ୍ଟର । ଲିଓନ…