Browsing Tag

all members of Team India is negative

ଟିମ୍ ଇଣ୍ଡିଆର ସବୁ ସଦସ୍ୟଙ୍କ କୋଭିଡ୍ ଟେଷ୍ଟ ରିପୋର୍ଟ ନେଗେଟିଭ୍

‌ମେଲବୋର୍ଣ୍ଣ – ତୃତୀୟ ଟେଷ୍ଟ ପାଇଁ ସୋମବାର ସିଡନୀ ଯିବା ପୂର୍ବରୁ ଭାରତୀୟ ଖେଳାଳି ଓ କୋଚିଂ ଷ୍ଟାଫଙ୍କ କୋଭିଡ୍ ଟେଷ୍ଟ କରାଯାଇଥିଲା । ସୌଭାଗ୍ୟ ବଶତଃ ସବୁ ଖେଳାଳି ଓ ସଦସ୍ୟଙ୍କ ଟେଷ୍ଟ ରିିପୋର୍ଟ ନେଗେଟିଭ୍ ଆସିଛି । ସିଡନୀରେ ଜାନୁୟାରୀ ୭ରୁ ତୃତୀୟ ଟେଷ୍ଟ ଆରମ୍ଭ ହେଉଛି । ବିସିସିଆଇ…