Browsing Tag

Axar Patel

ଦିଲ୍ଲୀ କ୍ୟାପିଟାଲ୍ସର ଅକ୍ଷର ପଟେଲ ଚଳିତ ଆଇପିଏଲର ଇକୋନୋମିକାଲ ସ୍ପିନର

ଦୁବାଇ- ଅଢେଇ ବର୍ଷ ପୂର୍ବେ ଭାରତୀୟ ଦଳରୁ ବାଦ୍ ପଡିଥିବା ବାମହାତୀ ସ୍ପିନର ଅକ୍ଷର ପଟେଲ ଚଳିତ ଆଇପିଏଲରେ ଏ ଯାବତ ସବୁଠାରୁ ମିତବ୍ୟୟୀ ବା ଇକୋନୋମିକାଲ ବୋଲର ସାବ୍ୟସ୍ତ ହୋଇଛନ୍ତି । କମ୍ ରନ୍ ବ୍ୟୟ କ୍ଷେତ୍ରରେ ଅକ୍ଷର ପଟେଲ, ଭାରତ ଓ ଅନ୍ୟ ଦେଶର ନାମୀ ଦାମୀ ସ୍ପିନରଙ୍କୁ ପଛରେ ପକାଇ…