Browsing Tag

Baba Akhandalami Temple

ଭକ୍ତଙ୍କ ପାଇଁ ଖୋଲିଲା ଆରଡି ବାବା ଆଖଣ୍ଡଳମଣିଙ୍କ ମନ୍ଦିର

ଭଦ୍ରକ- ୯ ମାସ ପରେ ଭଦ୍ରକ ଜିଲ୍ଲାର ଆରଡି ସ୍ଥିତ ପ୍ରସିଦ୍ଧ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଆଜି ଭକ୍ତଙ୍କ ପାଇଁ ଖୋଲିଛି । ଆଜି ଓ ଆସନ୍ତାକାଲି ସେବାୟତଙ୍କ ପରିବାର ଲୋକେ ବାବା ଆଖଣ୍ଡଳମଣିଙ୍କ ଦର୍ଶନ କରିବେ । ୩୦ ଓ ୩୧ ତାରିଖରେ ସ୍ଥାନୀୟ ୪ଟି ପଂଚାୟତର ଲୋକ ଦର୍ଶନ କରିବା ବ୍ୟବସ୍ଥା ହୋଇଛି…