Browsing Tag

BadaDanda Seba

ଶ୍ରୀକ୍ଷେତ୍ରକୁ ଅଧିକ ସ୍ୱଚ୍ଛ ଓ ସୁନ୍ଦର କରିବା ଲାଗି ଆରମ୍ଭ ହେଲା ‘ବଡଦାଣ୍ଡ ସେବା’

ପୁରୀ - ପୁରୀ ବଡଦାଣ୍ଡକୁ ସଫାସୁତୁରା ରଖିବା ଲାଗି ଆରମ୍ଭ ହୋଇଛି ବଡଦାଣ୍ଡ ସେବା ଅଭିଯାନ । ଏହି ବ୍ୟାପକ ସଫେଇ ଅଭିଯାନରେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ, ସଂଘ, ଟ୍ରେଡ ୟୁନିୟନ ଓ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକେ ସାମିଲ ହୋଇଛନ୍ତି । ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ପ୍ରତିଦିନ…