Browsing Tag

Bangomunda

ବଙ୍ଗୋମୁଣ୍ଡାରୁ ୨୯ ଦାଦନ ଶ୍ରମିକ ଉଦ୍ଧାର

ବଙ୍ଗୋମୁଣ୍ଡା- ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଅଂଚଳରୁ ୨୯ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଦାଦନ ଖଟିବା ଲାଗି ହାଇଦ୍ରାବାଦ ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର କରିଛି ପୋଲିସ । ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ୧୧ ମହିଳା, ୧୮ ପୁରୁଷ ଓ ୮ ଜଣ ଶିଶୁ ଅଛନ୍ତି । ସବୁ ଦାଦନ ଛତରଙ୍ଗ…