Browsing Tag

Barak Obama

ରାହୁଲଙ୍କୁ ‘ନର୍ଭସ’ ନେତା କହିଲେ ଓବାମା

ନୂଆଦିଲ୍ଲୀ - ରାହୁଲ ଗାନ୍ଧିଙ୍କୁ ‘ନର୍ଭସ’ ନେତା ବୋଲି କହିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା । ନିଜ ଆତ୍ମଜୀବନୀ ‘ଏ ପ୍ରମିସ୍‌ଡ ଲ୍ୟାଣ୍ଡ୍‌’ରେ ଏହି କଂଗ୍ରେସ ନେତାଙ୍କ ବିଷୟରେ ଓବାମା କହିଛନ୍ତି ଯେ, ରାହୁଲଙ୍କ ଠାରେ ଯୋଗ୍ୟତା ଓ ଇଚ୍ଛାଶକ୍ତିର ଅଭାବ ରହିଛି ।…