Browsing Tag

Bhagavat Gita

ଗୀତା ମହାତ୍ମ୍ୟ:  ସର୍ବୋପନିଷଦୋ ଗାବୋ ଦୋଗ୍ଧ ଗୋପାଳ- ନନ୍ଦନଃ। ପାର୍ଥୋ ବତ୍ସହଃ ସୁଧିରଭୋକ୍ତା ଦୁଗ୍ଧମ ଗୀତାମୃତମ ମହତ।

ସର୍ବୋପନିଷଦୋ ଗାବୋ ଦୋଗ୍ଧ ଗୋପାଳ- ନନ୍ଦନଃ। ପାର୍ଥୋ ବତ୍ସହଃ ସୁଧିରଭୋକ୍ତା ଦୁଗ୍ଧମ ଗୀତାମୃତମ ମହତ। ଏହି ଭଗବଦଗୀତା ସମସ୍ତ ଉପନିଷଦ ମାନଙ୍କ ସାର ଅଟେ। ସମସ୍ତ ଉପନିଷଦ ଏକ ଗାଭି ସଦୃଶ ଅଟନ୍ତି, ଏବଂ ଭଗବାନ ଶ୍ରୀକୃଷ୍ଣ ଏହି ଗାଭିକୁ ଦୋହନ କରୁଛନ୍ତି। ଏଥିରୁ ନିର୍ଗତ ଦୁଗ୍ଧ ସମସ୍ତ ବେଦର…

ଗୀତା ମହାତ୍ମ୍ୟ: ଭାରତାମୃତ ସର୍ବସ୍ୱମ ଵିଷ୍ଣୁ ବକତ୍ରାଦ ବିନିଃ ସୃତମ। ଗୀତା ଗଙ୍ଗୋଦକମ୍ ପିତ୍ୱା ପୁନର୍ଜନ୍ମ ନ…

ଭାରତାମୃତ ସର୍ବସ୍ୱମ ଵିଷ୍ଣୁ ବକତ୍ରାଦ ବିନିଃ ସୃତମ। ଗୀତା ଗଙ୍ଗୋଦକମ୍ ପିତ୍ୱା ପୁନର୍ଜନ୍ମ ନ ବିଦ୍ୟତେ।। ଗୀତା ହେଉଛି ଭାରତର ଅମୃତ, କାରଣ ଏହା ସ୍ୱୟଂ ବିଷ୍ଣୁଙ୍କ ଦ୍ଵାରା କୁହାଯାଇଅଛି। ଭଗବାନ ଶ୍ରୀକୃଷ୍ଣ ଆଦି ବିଷ୍ଣୁ ଅଟନ୍ତି। ତାଙ୍କ ମୁଖାରବିନ୍ଦରୁ ନିର୍ଗତ ହେଉଥିବା ଏହି ଗୀତା…

ଗୀତା ମହାତ୍ମ୍ୟ: ଗୀତା ସୁଗୀତା କର୍ତ୍ତବ୍ୟ କିମନୈ ଶାସ୍ତ୍ର ବିସ୍ତରୈ  ଯା ସ୍ୱୟଂ ପଦ୍ମନାଭସ୍ୟ ମୁଖ ପଦ୍ମାଦ ବିନିଶୃତ।।

ଗୀତା ସୁଗୀତା କର୍ତ୍ତବ୍ୟ କିମନୈ ଶାସ୍ତ୍ର ବିସ୍ତରୈ ଯା ସ୍ୱୟଂ ପଦ୍ମନାଭସ୍ୟ ମୁଖ ପଦ୍ମାଦ ବିନିଶୃତ।। ଭଗବଦ ଗୀତା ସ୍ୱୟଂ ଭଗବାନଙ୍କ ଦ୍ଵାରା କୁହାଯାଇଛି। ଏହାକୁ ନିୟମିତ ଭାବରେ ମନଯୋଗ ସହକାରେ ଅଧ୍ୟୟନ ଓ ଶ୍ରବଣ କରିବା ଉଚିତ। ଆଧୁନିକ ଯୁଗରେ ମାନବ ସାଂସାରିକ କର୍ମରେ ଏତେ ବ୍ୟସ୍ତ ଯେ,…