Browsing Tag

Bihar Assembly Elections 2020 Results

ବିହାର ନିର୍ବାଚନ: କାହିଁକି ଭୁଲ୍ ହେଲା ଏକଜିଟ୍ ପୋଲ ଆକଳନ

ନୂଆଦିଲ୍ଲୀ - ବିହାର ବିଧାନସଭା ନିର୍ବାଚନରେ ପୁଣିଥରେ ବାଜି ମାରିନେଇଛି ଏନଡିଏ । ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭା ନିର୍ବାଚନରେ ତେଜସ୍ୱୀ ଯାଦବଙ୍କ ନେତୃତ୍ୱାଧୀନ ମହାମେଣ୍ଟ ଓ ଏନଡିଏ ଭିତରେ କଡ଼ା ଟକ୍କର ହୋଇଥିଲା । ଶେଷରେ ସବୁ ଏକଜିଟ୍ ପୋଲ ପୂର୍ବାନୁମାନକୁ ଭୁଲ୍ ସାବ୍ୟସ୍ତ କରି ଏନଡିଏ…

ସ୍ପଷ୍ଟ ହେଲା ବିହାର ବିଧାନସଭା ନିର୍ବାଚନର ଚିତ୍ର, ୧୨୫ ଆସନ ସହ ଏନଡିଏକୁ ସ୍ପଷ୍ଟ ବହୁମତ, ମହାମେଂଟକୁ ୧୧୦ ଆସନ, ୭୫…

ପାଟନା –ମତଗଣନା ଆରମ୍ଭ ହେବାର ଦୀର୍ଘ ୧୬ ଘଂଟା ପରେ ସ୍ପଷ୍ଟ ହୋଇଛି ବିହାର ବିଧାନସଭା ନିର୍ବାଚନର ଚିତ୍ର । ବିଳମ୍ବିତ ରାତିରେ ମତଗଣନା ଶେଷ ହୋଇଛି । ଏନଡିଏକୁ ମିଳିଛି ସ୍ପଷ୍ଟ ବହୁମତ । ନୀତୀଶ କୁମାର ଓ ବିଜେପି କ୍ଷମତା ବଜାୟ ରଖିଛନ୍ତି । ୨୪୩ ଆସନ ମଧ୍ୟରୁ ଏନଡିଏକୁ ମିଳିଛି ୧୨୫ ଆସନ,…

ବିହାର ରାୟ : କିଏ ଆଗୁଆ ,କିଏ ପଛୁଆ

ପାଟନା – ବିହାର ବିଧାନସଭା ନିର୍ବାଚନରେ ସଂଖ୍ୟାଗରିଷ୍ଠତା ହାସଲ ପାଇଁ ଏନଡିଏ ଓ ମହାମେଂଟ ମଧ୍ୟରେ କଡା ଟକ୍କର ଚାଲିଥିବା ବେଳେ ନିର୍ବାଚନ ଲଢୁଥିବା କିଛି ହେଭିୱେଟ୍ ବି ସେମାନଙ୍କ ରାଜନୈତିକ ଭାଗ୍ୟ କଣ ହେବ ତାହାକୁ ଅପେକ୍ଷା କରିଛନ୍ତି । ଆରଜେଡିର ତେଜସ୍ୱୀ ପ୍ରସାଦ ଯାଦବ ରାଘୋପୁର…