Browsing Tag

BioNTech COVID-19 Vaccine

ଭାରତ ବାୟୋଟେକର କୋଭାକ୍ସିନ କୋରୋନା ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି

ନୂଆଦିଲ୍ଲୀ - କୋଭିସିଲ୍ଡ ପରେ ଏବେ ଭାରତରେ ଆଉ ଏକ କୋରୋନା ଟିକାକୁ ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ମିଳିଛି । ସ୍ୱଦେଶ ନିର୍ମିତ ଭାରତ ବାୟୋଟେକର କୋଭାକ୍ସିନର ଜରୁରୀକାଳୀନ ବ୍ୟବହାର ପାଇଁ ଏକ୍ସପର୍ଟ କମିଟି ଅନୁମତି ଦେଇଛି । ଭାରତ ବାୟୋଟେକ୍ ଓ ଆଇସିଏମଆର ଦ୍ୱାରା ପ୍ରସ୍ତୁତ ହୋଇଛି…