Browsing Tag

Budget 2022

ମନରେଗାରେ ହଜାରେରୁ ଊର୍ଦ୍ଧ୍ବ କୋଟି ବକେୟା ରଖିଛି କେନ୍ଦ୍ର: ରାଜ୍ୟ ସରକାର ପାଇଁ ସୃଷ୍ଟି କରୁଛି ସମସ୍ୟା

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ବହୁ ଆକାଂକ୍ଷିତ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା) ବର୍ଷ ପରେ ବର୍ଷ ଗ୍ରାମାଞ୍ଚଳରେ ଗରିବ ଓ ଆର୍ଥିକ ଦୃଷ୍ଟିରୁ ପଛୁଆ ଲୋକଙ୍କ ପେଟପାଟଣାର ସାହାରା ପାଲଟିଥିଲା। ନିଜ ଘର ଛାଡ଼ି କେଉଁ ଅଜଣା ରାଇଜକୁ ଦାଦନ ଖଟିବାକୁ ଯିବା ବଦଳରେ ନିଜ…

ବଜେଟ ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା : କୃଷି, ଗ୍ରାମ୍ୟ ଉନ୍ନୟନ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଆବଂଟନ ହ୍ରାସ…

ଭୁବନେଶ୍ୱର-ବଜେଟ ୨୦୨୨ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟା ଆସିଛି । ବଜେଟରେ ଟେକ୍ନୋଲୋଜି ଓ ଭିତ୍ତିଭୂମି ଉପରେ ଫୋକସ ଅଭିବୃଦ୍ଧି ଉପରେ ସକାରାତ୍ମକ ପ୍ରଭାବ ପକାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଟେକ୍ନୋଲୋଜି ଦ୍ୱାରା ବିକାଶ…