Browsing Tag

central budget will be paperless

ପ୍ରଥମ ଥର ପାଇଁ କେନ୍ଦ୍ରୀୟ ବଜେଟ୍ ହେବ ପେପରଲେସ୍

ନୂଆଦିଲ୍ଲୀ – ଏଥର କେନ୍ଦ୍ରୀୟ ବଜେଟ୍ ସମ୍ପୂର୍ଣ୍ଣ କାଗଜବିହୀନ ବା ପେପରଲେସ୍ ହେବ । କୋଭିଡ୍‌-୧୯ କାରଣରୁ ଏଥର ବଜେଟ୍ କାଗଜପତ୍ର ଛପା ଯିବନାହିଁ । ସ୍ୱାଧୀନୋତ୍ତର ଭାରତରେ ପ୍ରଥମ ଥର ପାଇଁ କାଗଜବିହୀନ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରାଯିବ । କରୋନା ସଂକ୍ରମଣ ଦୃଷ୍ଟିରୁ ଏହି ନିଷ୍ପତ୍ତି…