Browsing Tag

Chief Minister Naveen Patnaik

Naveen Grieves Demise of Renowned Odia Music Director Amarendra Mohanty

Bhubaneswar: Chief Minister Naveen Patnaik today grieved the passing away of renowned Odia music director Amarendra Mohanty. ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ସ୍ୱତନ୍ତ୍ର ସଂଗୀତ ସଂଯୋଜନା ଶୈଳୀ…

ମନୋବଳ ମଜବୁତ କରୁଛନ୍ତି ମୁଖ୍ୟମନ୍ତ୍ରୀ

କରୋନା ମହାମାରୀ ସମୟରେ ମୁଖ୍ୟମନ୍ତ୍ରୀ କେବଳ ଯେ ରାଜ୍ୟର ଶାସନ ମୁଖ୍ୟ ଭାବେ ନିଜ ଦାୟିତ୍ବ ବା କର୍ତ୍ତବ୍ୟକୁ ସୂଚାରୁ ରୂପେ ତୁଲାଉଛନ୍ତି ତା ନୁହେଁ । ବରଂ ସମଗ୍ର ଓଡ଼ିଶାବାସୀଙ୍କୁ ନିଜ ପରିବାର ବିଚାର କରି ତାହାର ମୁଖିଆ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାମାରୀ ବିରୋଧରେ ଲଢେଇ ପାଇଁ…

୪୨ ଲକ୍ଷ ଚାଷୀଙ୍କ ହୃଦୟ ପୁଣି ଜିଣିଲେ ମୁଖ୍ୟମନ୍ତ୍ରୀ: ଧନ୍ୟବାଦ ନବୀନ ବାବୁ

ଲେଖକ : ପ୍ରତିଭା ନେପାକ କୌଣସି ଶୁଭ କାମ ଆରମ୍ଭ ବେଳେ ଉପହାର ଦେବା ପ୍ରାଚୀନ ଭାରତୀୟ ପରମ୍ପରାର ଅଂଶବିଶେଷ । ଏହା ଜରିଆରେ ଉପହାର ଗ୍ରହଣ କରୁଥିବା ବ୍ୟକ୍ତିର କାର୍ଯ୍ୟସିଦ୍ଧି ସାଙ୍ଗକୁ ମଙ୍ଗଳ କାମନା କରାଯାଇଥାଏ । ପବିତ୍ର ଅକ୍ଷୟ ତୃତୀୟା ତିଥିର ଦିନକ ପୂର୍ବରୁ ଓଡ଼ିଶାର ୪୨ ଲକ୍ଷ…

କାଳିଆ : ଚାଷୀଙ୍କ ସାହା, ମୁଖ୍ୟମନ୍ତ୍ରୀଙ୍କ ୯୨୦କୋଟି ଟଙ୍କାର ଅକ୍ଷୟତୄତୀୟା ଭେଟି

ଭୂବନେଶ୍ୱର: ଆସନ୍ତା କାଲି ଅଷୟତୃତୀୟା।ରାଜ୍ୟର ଚାଷୀ ପରିବାର ପାଇଁ ଏକ ଆନନ୍ଦ ର ଦିନ । ଚାଷ କାମ ର ଅନୁକୂଳ କାଲି ଠାରୁ ଆରମ୍ଭ ହୋଇଥାଏ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀ ଭାଇ ଭଉଣୀ ମାନଙ୍କୁ ଶୁଭେଛା ଜଣାଇବା ସହ ରାଜ୍ୟର ୪୨ ଲଷ ଚାଷୀ ପରିବାର ର ବ୍ୟାଙ୍କ ଖାତାରେ ଖରିଫ…

ନର୍ସ ମାନଙ୍କ ତ୍ୟାଗ ଓ ନିଷ୍ଠା ପ୍ରଶଂସନୀୟ : ନବୀନ

ଭୁବନେଶ୍ୱର: ଆଜି ବିଶ୍ବ ନର୍ସିଂ ଦିବସ ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ଡାକ୍ତରଖାନା ମାନଙ୍କରେ କାର୍ଯ୍ୟରତ ନର୍ସ ମାନଙ୍କ ସହ ଫୋନ ଯୋଗେ କଥା ହୋଇ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ନିଜର ବ୍ୟକ୍ତିଗତ ସୁଖ ଦୁଃଖ କୁ ପଛରେ ପକାଇ ସେମାନେ ଯେପରି ରୋଗୀଙ୍କୁ…

କାମ ଦେଲା ସଫଳ ରଣନୀତି: ପଶ୍ଚିମ ଓଡ଼ିଶାରେ ସଂକ୍ରମଣ ନିମ୍ନଗାମୀ

୨୦ ଦିନରେ ଛିଡା ହେଲା ବିରାଟ ସାସ୍ଥ୍ୟ ଭିତ୍ତିଭୂମି ସମ୍ବଲପୁର : ପଡ଼ୋଶୀ ଛତିଶଗଡ଼ରେ କରୋନାର ଦ୍ବିତୀୟ ଲହର ଭୟଙ୍କର ରୂପେ ବ୍ୟାପିବା ପରେ ଏହା ପଶ୍ଚିମ ଓଡ଼ିଶାକୁ ଗ୍ରାସ କରିଥିଲା । ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲାରେ ସ୍ଥିତି ବେକାବୁ ଅବସ୍ଥାକୁ ଚାଲି ଆସିଥିଲା । ତେବେ ମୁଖ୍ୟମନ୍ତ୍ରୀ…

କୋଭିଡ ମୁକାବିଲା ପାଇଁ ନବୀନଙ୍କ ୭ସୂତ୍ରୀ ମନ୍ତ୍ର

କୋଭିଡ଼ ହସ୍ପିଟାଲରେ ଅକ୍ସିଜେନ ବ୍ୟବସ୍ଥା ଓ ଅଗ୍ନି ସୁରକ୍ଷା ଉପରେ ସତର୍କ ଦୃଷ୍ଟି ରଖିବାକୁ ନିର୍ଦ୍ଦେଶ କୋଭିଡ଼ ଚିକିତ୍ସା କରୁଥିବା ଘରୋଇ ଡାକ୍ତର ଖାନା ନିର୍ଧାରିତ ଫି ଠାରୁ ଅଧିକ ନେଲେ ଦୃଢ଼ କାର୍ଯାନୁଷ୍ଠାନ ତୃତୀୟ ଲହରୀ ପାଇଁ ଏବେ ଠାରୁ ସତର୍କ ଦୃଷ୍ଟି ରଖିବାକୁ ପରାମର୍ଶ…