Browsing Tag

Chief Minister Naveen Patnaik

ଆଜି ନବୀନଙ୍କ ଜନ୍ମଦିନ : ସେବା ଦିବସ ଭାବେ ପାଳନ କରୁଛି ବିଜେଡି, ଜନନାୟକଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ଭୁବନେଶ୍ବର - ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଜନନାୟକ ତଥା ସାଢ଼େ ଚାରି କୋଟି ଓଡ଼ିଆଙ୍କ ହୃଦୟର ସମ୍ରାଟ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ୭୬ ବର୍ଷରେ ପାଦ ଦେଇଛନ୍ତି ସଭିଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ । ସବୁଆଡୁ ଛୁଟିଛି ଶୁଭେଚ୍ଛାର ସୁଅ । କିନ୍ତୁ ସାଦାସିଧା ଜୀବନଯାପନରେ ବିଶ୍ୱାସ କରୁଥିବା…