Browsing Tag

Chief Minister Naveen Patnaik

ପଶ୍ଚିମ ଓଡ଼ିଶାର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆଉ ଏକ ଯୁଗାନ୍ତକାରୀ ପଦକ୍ଷେପ: ବରଗଡ଼ କ୍ୟାନସର ହସପିଟାଲ ପାଇଁ ୯୨ କୋଟି…

ସମ୍ବଲପୁର : ସାକାର ରୂପ ନେବାକୁ ଯାଉଛି ବରଗଡ଼ବାସୀଙ୍କ ସ୍ବପ୍ନ । କ୍ୟାନସରର ଗଡ଼ ପାଲଟିଥିବା ବରଗଡ଼ବାସୀଙ୍କ ପାଇଁ ଏକ ବୃହତ କ୍ୟାନସର ହପସିଟାଲ ସ୍ଥାପନ ନେଇ ମୁଖ୍ୟମନ୍ତ୍ରୀ ତାଙ୍କ ଘୋଷଣାକୁ କାର୍ଯ୍ୟକାରୀ କରିଛନ୍ତି । ଗତକାଲି ଏହି ବୃହତ ପ୍ରକଳ୍ପ ନେଇ ପ୍ରଥମ ପର୍ଯ୍ୟାୟରେ ୯୨ କୋଟି ୨୭…

ଶ୍ରୀମନ୍ଦିରର ମନୋରମ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍‌, ମୁଖ୍ୟମନ୍ତ୍ରୀ ବି କଲେ ପସନ୍ଦ, ଫଟୋଗ୍ରାଫରଙ୍କୁ ଦେଲେ ଧନ୍ୟବାଦ

ପୁରୀ- ମନ ଖୁସି କରିଦେବା ସହ ଆଧ୍ୟାତ୍ମିକ ଭାବନା ଉଦ୍ରେକ ହେବା ଭଳି ଶ୍ରୀମନ୍ଦିରର ଏକ ଆକର୍ଷଣୀୟ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଶ୍ରୀମନ୍ଦିର ଉପରେ ମେଘମାଳା ମଧ୍ୟରୁ ସୂର୍ଯ୍ୟଙ୍କ ବିଚ୍ଛୁରିତ କିରଣର ଏକ ମନୋରମ ଫଟୋ ସମରେନ୍ଦ୍ର ଦାଶ ନାମକ ଜଣେ ଫଟୋଗ୍ରାଫର ଉଠାଇଥିଲେ । ଏହି ଫଟୋକୁ…

ପଶ୍ଚିମ ଓଡ଼ିଶାର ଖେଳାଳୀଙ୍କ ପାଇଁ ବରଦାନ ସାଜିବ ୨୧ ଇଣ୍ଡୋର ଷ୍ଟାଡିଅମ୍

ସମ୍ବଲପୁର : କ୍ରୀଡାରେ ପୁଞ୍ଜିନିବେଶ ଅର୍ଥ ଯୁବଶକ୍ତି ପାଇଁ ପୁଞ୍ଜିନିବେଶ । ଅଲିମ୍ପିକରେ ଉଭୟ ପୁରୁଷ ଓ ମହିଳା ଦଳର ଅପୂର୍ବ ସଫଳତା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ଏହି ବିବୃତିକୁ ବର୍ତ୍ତମାନ ପୁଣି ଅକ୍ଷରେ ଅକ୍ଷରେ ପାଳନ କରିବାକୁ ଯାଉଛନ୍ତି । ରାଜ୍ୟର ତୃଣମୂଳସ୍ତର ଯାଏ…