Browsing Tag

Chief Minister Naveen Patnaik

ସାରା ରାଜ୍ୟରେ ‘ଗୋଟିଏ ଦେଶ, ଗୋଟିଏ ରେସନ’ କାର୍ଯ୍ୟକ୍ରମର ଶୁଭାରମ୍ଭ

ମାଲକାନଗିରି ଜିଲ୍ଲାରେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଭିଟାମିନଯୁକ୍ତ ଚାଉଳ ପ୍ରଦାନ ଆରମ୍ଭ ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ପାଇଁ ଦୁଇଟି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଆଜିଠାରୁ ଓଡିଶାର ସବୁ…

କଥା ରଖିଲେ ସରକାର, ଏସସିବି ପାଇଁ ୯ ଇକମୋ ମେସିନ, ଅଗଷ୍ଟ ୧୫ରେ ରାଜ୍ୟବାସୀଙ୍କୁ ଉତ୍ସର୍ଗ କରିବେ ମୁଖ୍ୟମନ୍ତ୍ରୀ

କଟକ –ଏସସିବି ମେଡିକାଲ କଲେଜରେ ଆଉ ୪ଟି ଏକମୋ ମେସିନ ପହଂଚିଛି । ଏଥିସହ ଏଠାରେ ମୋଟ ଇକମୋ ମେସିନ ସଂଖ୍ୟା ୯ ହୋଇଛି । ଗୁରୁତର କୋଭିଡ ଆକ୍ରାନ୍ତଙ୍କ ପାଇଁ ଇକୋମ ମେସିନ ଉଦ୍ଦିଷ୍ଟ । ଏସସିବିରେ ୯ଟି ଇକମୋ ମେସିନ ଉପଲବ୍ଧ କରିବାକୁ ରାଜ୍ୟ ସରକାରଙ୍କ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା…

ଭବାନୀକାନ୍ତ ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ସଭାପତି ନିଯୁକ୍ତ

ଭୁବନେଶ୍ବର: ଏକ ପରିବର୍ତ୍ତିତ ନିର୍ଦ୍ଦେଶାମାରେ ରାଜ୍ୟ ବିଜୁ ଛାତ୍ର ଜନତା ଦଳର ଉପସଭାପତି ଭବାନୀକାନ୍ତ ସାହୁଙ୍କୁ ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ସଭାପତି ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ଯୁବ ବିଜେଡିର ଗଞ୍ଜାମ ଜିଲ୍ଲା ସଭାପତି ଭାବେ ମନୋନୀତ ହୋଇଥିବା ଲକ୍ଷ୍ମଣ ଚୌଧୁରୀଙ୍କୁ ଦଳର…

ମହାପ୍ରଭୁଙ୍କ ଧାମରେ ବିଶ୍ୱସ୍ତରୀୟ ସୁବିଧା, ଦେଶର ପ୍ରଥମ ସହର ଭାବେ ଟ୍ୟାପରୁ ମିନେରାଲ ଭଳି ପିଇବା ପାଣି ପାଇବେ…

୫-ଟି କାର୍ଯ୍ୟକ୍ରମର ଶ୍ରେଷ୍ଠ ମଡେଲ – ୯ ମାସରେ ପ୍ରକଳ୍ପ ହେଲା କାର୍ଯ୍ୟକ୍ଷମ ଭୁବନେଶ୍ବର: ମହାପ୍ରଭୁଙ୍କ ଧାମ ସବୁଠାରୁ ଆଗରେ । ଆଜି ପୁରୀରେ Drink from Tap ପ୍ରକଳ୍ପ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବାରେ ପୁରୀ ହେଉଛି…