Browsing Tag

Consumer Service Portal MO BIDYUT

‘ମୋ ବିଦ୍ୟୁତ ଆପ୍‌’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ, ମୋ ସରକାର ଅଧିନକୁ ଆସିଲା ବିଦ୍ୟୁତ ସେବା

ଭୁବନେଶ୍ୱର- ରାଜ୍ୟରେ ମୋ ବିଦ୍ୟୁତ ଆପ୍‌ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଦ୍ୟୁତ ଉପଭୋକ୍ତାଙ୍କୁ ଗ୍ରାହକ ସେବା ପାଇବାରେ ସାହାଯ୍ୟ କରିବ ଏହି ଆପ୍ । ଏଣିକି ମୋ ସରକାର ଅଧୀନକୁ ଆସିଲା ବିଦ୍ୟୁତ ସେବା । ଏଥିଦ୍ୱାରା ରାଜ୍ୟର ୮୯ ଲକ୍ଷ ବିଦ୍ୟୁତ ଉପଭୋକ୍ତା ଉପକୃତ…