କରୋନା ବିରୋଧରେ କୋଭାକ୍ସିନ୍ ୭୭.୮% ଫଳପ୍ରଦ:ଲାନସେଟ୍ ଅଧ୍ୟୟନ
ନୂଆଦିଲ୍ଲୀ: ନିକଟରେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ (ହୁ) ଦ୍ବାରା ସ୍ବୀକୃତିପ୍ରାପ୍ତ ହୋଇଥିବା ଭାରତୀୟ ଟିକା ଭାରତ ବାୟୋଟେକର 'କୋଭାକ୍ସିନ୍'ର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲର ତଥ୍ୟ ପ୍ରକାଶ ପାଇଛି। ପ୍ରସିଦ୍ଧ ମେଡିକାଲ ପତ୍ରିକା 'ଦ ଲାନସେଟ୍' ଜର୍ଣ୍ଣାଲରେ 'କୋଭାକ୍ସିନ୍'ର ତୃତୀୟ…