Browsing Tag

COVID-19 in Odisha

କୋରୋନା ସୁସ୍ଥ ତାଲିକାରେ ଯୋଡି ହେଲେ ୨ ହଜାର ୭୮୭ ରୋଗୀ, ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୧୪୫ ଜଣ ସୁସ୍ଥ, ଲକ୍ଷେ…

ଭୁବନେଶ୍ୱର -ରାଜ୍ୟରେ କୋରୋନାରୁ ଆଉ ୨୭୮୭ ରୋଗୀ ସୁସ୍ଥ ହୋଇଛନ୍ତି । ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୧୧୪୫ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୨୩୦, ପୁରୀରୁ୧୯୨, ମୟୂରଭଂଜରୁ ୧୫୩ ଓ ଗଂଜାମ ଜିଲ୍ଲାରୁ ୧୧୫ ଜଣ ସୁସ୍ଥ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲାରୁ ୭୮ , କେନ୍ଦୁଝରରୁ ୭୬, ବରଗଡରୁ ୭୫ ଓ…

ଓଡିଶାରେ ଆଗାମୀ ଦେଢ ମାସ ମଧ୍ୟରେ କମିବ କୋରୋନା ପଜିଟିଭ ମାମଲା : ଡିଏମଇଟି ନିର୍ଦ୍ଦେଶକ

ଭୁବନେଶ୍ୱର: ଓଡିଶାରେ ଆଗାମୀ ଦେଢ ମାସ ମଧ୍ୟରେ କୋରୋନା ପଜିଟିଭଙ୍କ ସଂଖ୍ୟା ହ୍ରାସ ପାଇବ । ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି ଏ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଓଡିଶାରେ ସୁସ୍ଥତା ହାର ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଭଲ ରହିଛି । ଏ ଯାଏଁ ରାଜ୍ୟରେ ୧୧୪ ଜଣ କୋରୋନା ରୋଗୀ…

ରାଜ୍ୟରେ ଦିନକରେ ୩ ହଜାର ୬୩୧ ନୂଆ କୋରୋନା ପଜିଟିଭ, ଖୋର୍ଧାରୁ ସର୍ବାଧିକ ୭୨୨, କଟକରୁ ୩୭୦, ପ୍ରଥମ ଥର ପାଇଁ ଗଂଜାମ…

ଭୁବନେଶ୍ୱର : ରାଜ୍ୟରେ ୨୪ ଘଂଟାରେ ୩ ହଜାର ୬୩୧ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୨ ହଜାର ୨୧୪ ଓ ସ୍ଥାନୀୟ ଅଂଚଳରୁ ୧ ହଜାର ୪୧୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ନୂଆ ତାଲିକାରେ ଖୋର୍ଧା ପୁଣି ଶୀର୍ଷରେ ରହିଛି ।…