Browsing Tag

COVID-19 Positive

ରାଜ୍ୟରେ କୋରୋନାର ଦୈନିକ ସଂକ୍ରମଣ ୪ ହଜାର ପାର୍ , ଦିନକରେ ୪୭୧୪ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ୧୬୧୯

ଭୁବନେଶ୍ୱର- ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୪ ହଜାର ପାର କରିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୪ ହଜାର ୭୧୪ କୋରୋନା ପଜିଟିଭ । ପ୍ରଥମ ଥର ପାଇଁ ତୃତୀୟ ଲହରରେ କୋରୋନାର ଦୈନିକ ସଂକ୍ରମଣ ୪ ହଜାର ପାର କରିଛି । ସଙ୍ଗରୋଧରୁ ୨ ହଜାର ୭୫୫ ଓ ସ୍ଥାନୀୟ ଅଂଚଳରୁ ୧ ହଜାର ୯୫୯…

ମହାରାଷ୍ଟ୍ର: ଦକ୍ଷିଣ ଆଫ୍ରିକାରୁ ଫେରିଥିବା ଜଣେ ବ୍ୟକ୍ତି କରୋନା ପଜିଟିଭ୍

ମୁମ୍ବାଇ: ଓମିକ୍ରନ୍ ଭାରିଆଣ୍ଟକୁ ନେଇ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି ହୋଇଛି । ନୂଆ ଭାରିଆଣ୍ଟକୁ ନେଇ ଭାରତରେ ମଧ ଆଲର୍ଟ ଜାରି କରାଯାଇଛି। ଆନ୍ତର୍ଜାତୀୟ ବିମାନ ଚଳାଚଳ ନିଷ୍ପତ୍ତିର ପୁନର୍ବିଚାର କରାଯାଉଛି | ଇତି ମଧ୍ୟରେ ଦକ୍ଷିଣ ଆଫ୍ରିକାରୁ ମହାରାଷ୍ଟ୍ରକୁ ଫେରିଥିବା ଜଣେ ବ୍ୟକ୍ତି…

ମୁମ୍ବାଇର ବାଇକୁଲ୍ଲା ଜେଲରେ କରୋନା ବିସ୍ଫୋରଣ, ୬ ଶିଶୁଙ୍କ ସମେତ ୩୯ କଏଦୀ ସଂକ୍ରମିତ

ମୁମ୍ବାଇ: ମୁମ୍ବାଇର ବାଇକୁଲ୍ଲା ମହିଳା ଜେଲରେ କରୋନା ବିସ୍ଫୋରଣର ଏକ ମାମଲା ସାମ୍ନାକୁ ଆସିଛି। ଗତ ୧୦ ଦିନ ମଧ୍ୟରେ ଏଠାରେ ୬ ଶିଶୁଙ୍କ ସମେତ ମୋଟ ୩୯ ଜଣ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ସମସ୍ତ କୋଭିଡ ସଂକ୍ରମିତ ଲୋକଙ୍କୁ ଆଇସୋଲେସନ କେନ୍ଦ୍ରକୁ ପଠାଯାଇଛି। ଅଧିକାରୀଙ୍କ…