Browsing Tag

COVID-19 Vaccine

ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନାରେ କୋରୋନା ପରିସ୍ଥିତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ, ଟିକା ବିତରଣ ପାଇଁ ଜିଲ୍ଲା…

ନୂଆଦିଲ୍ଲୀ- ଦେଶରେ କୋରୋନା ପରିସ୍ଥିତି ଓ ଟିକା ବିତରଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଜି ଭଚ୍‌ୁର୍ଆଲ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ର ସରକାର ପରୀକ୍ଷଣର ବିଭିନ୍ନ ପର୍ଯ୍ୟାୟରେ ଥିବା ସବୁ ଟିକା ଉପରେ ନଜର…

ବୟସ୍କ ବ୍ୟକ୍ତିଙ୍କଠାରେ ଅକ୍ସଫୋର୍ଡ କୋଭିଡ୍ ଟିକା ଫଳପ୍ରଦ

ଲଣ୍ଡନ - ଆଷ୍ଟ୍ରାଜେନେକା ପିଏଲସି  ସହଭାଗିତାରେ କରୋନା ଟିକା ବିକଶିତ କରୁଥିବା ଅକ୍ସଫୋର୍ଡ ୟୁନିଭରସିଟି ଏକ ବଡ଼ ସଫଳତା ପାଇଛି । ଅକ୍ସଫୋର୍ଡ ୟୁନିଭରସିଟି ଦାବି କରିଛି ଯେ ପରୀକ୍ଷାରେ ବୟସ୍କ ବ୍ୟକ୍ତିଙ୍କ ଚିକିତ୍ସାରେ ଏହାର ଟିକା ଫଳପ୍ରଦ ସାବ୍ୟସ୍ତ ହୋଇଛି। ଏହି ଟିକା ୫୬-୬୯ ବର୍ଷର…

ସବୁ ଠିକ୍ ହେଲେ ୨୦୨୧ ଫେବ୍ରୁଆରୀ ସୁଦ୍ଧା ଭାରତରେ ଉପଲବ୍ଧ ହେବ ଅକ୍ସଫୋର୍ଡ କୋରୋନା ଟିକା, ପ୍ରଥମେ ପାଇବେ…

ନୂଆଦିଲ୍ଲୀ - ଭାରତର ଟିକା ଉତ୍ପାଦନକାରୀ କଂପାନି ସିରମ ଇନଷ୍ଟିଚ୍ୟୁଟର ସିଇଓ ଆଦର ପୁନାୱାଲା କହିଛନ୍ତି ଯେ, ଅକ୍ସଫୋର୍ଡ କୋରୋନା ଟିକାର ଚୂଡାନ୍ତ ପରୀକ୍ଷଣ ଯଦି ସଫଳ ହୁଏ ଓ ରେଗୁଲେଟରୀ ଅନୁମୋଦନ ମିଳେ, ତାହାହେଲେ ଭାରତରେ ଏହି ଟିକା ୨୦୨୧ ଫେବ୍ରୁଆରୀ ସୁଦ୍ଧା ସ୍ୱାସ୍ଥ୍ୟକର୍ମୀ ଓ ବୟସ୍କ…