Browsing Tag

COVID-19 Vaccine

ପରୀକ୍ଷଣ ସଫଳ ହେଲେ ଆଗାମୀ ଜାନୁଆରୀରେ ଭାରତରେ ମିଳିପାରେ ଅକ୍ସଫୋର୍ଡ କୋରୋନା ଟିକା : ସେରମ ସିଇଓ ପୁନାୱାଲା

ପୁଣେ- ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଓ ଆଷ୍ଟ୍ରାଜେନେକା କଂପାନିର ମିଳିତ ଉଦ୍ୟମରେ ବିକଶିତ କରାଯାଉଥିବା କୋରୋନା ଟିକା ଭାରତରେ ଆସନ୍ତାବର୍ଷ ଜାନୁଆରୀରେ ଉପଲବ୍ଧ ହୋଇପାରେ । ଭାରତରେ ଏହି ଟିକା ପ୍ରସ୍ତୁତି ଦାୟିତ୍ୱରେ ଥିବା ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାୱାଲା କହିଛନ୍ତି…