Browsing Tag

COVID-19 Vaccines

ଟିକା ନେବା ଲୋକଙ୍କ ଇଚ୍ଛାଧୀନ ହେବ: ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ – ଟିକା ନେବା ପାଇଁ କାହାକୁ ବାଧ୍ୟ କରାଯିବନି । ଏହା ଲୋକଙ୍କ ଇଚ୍ଛାଧୀନ ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । କରୋନା ପାଇଁ ଭାରତରେ ଯେଉଁ ଟିକା ସବୁ ବିକଶିତ ହେଉଛି, ତାହା ଅନ୍ୟ ଦେଶର ଟିକା ଭଳି ପ୍ରଭାବୀ ହେବ ବୋଲି ମନ୍ତ୍ରାଳୟ କହିଛି ।…