Browsing Tag

Covid Care Center

ଭୁବନେଶ୍ୱରରେ ବନ୍ଦ ହେବ ସବୁ କୋଭିଡ କେୟାର ସେଂଟର

ଭୁବନେଶ୍ୱର- ରାଜ୍ୟରେ କୋଭିଡ ସଂକ୍ରମଣ ହ୍ରାସ ପାଇଛି । ଏହାକୁ ଦୃଷ୍ଟିରେ ରଖି ରାଜଧାନୀରେ ଆସନ୍ତା ୨୮ରୁ ସମସ୍ତ କୋଭିଡ କେୟାର ସେଣ୍ଟର ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି । ହାଇଟେକ୍‌, କିମ୍‌ସ କୋଭିଡ ହସ୍ପିଟାଲକୁ ବିଏମ୍‌ସି ପକ୍ଷରୁ ଦିଆଗଲା କ୍ଲୋଜର ନୋଟିସ୍‌ ଦିଆଯାଇଛି । ସମ୍‌…