Browsing Tag

CoWin

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସ୍ପଷ୍ଟୀକରଣ: ଟିକାକରଣ ପାଇଁ ପଞ୍ଜିକରଣ ଆପ୍ ନୁହେଁ କୋ-ୱିନ୍ ପୋର୍ଟାଲରେ ହେବ

ନୂଆଦିଲ୍ଲୀ – କରୋନା ବିରୋଧରେ ଦେଶରେ ଆଜିଠାରୁ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି । ତେବେ ଅନେକ ଲୋକ ଟିକାକରଣ ପାଇଁ ନିଜ ନାମ ପଞ୍ଜିକରଣ କରିବାରେ ଅସୁବିଧାର ସାମ୍ନା କରିଥିଲେ । ଅଧିକାଂଶ ଆଦୌ ପଞ୍ଜିକରଣ ବି କରିପାରିନଥିଲେ । ଏଭଳି ଅଭିଯୋଗ ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ…