କୋଭିଡ ଟିକାକରଣରେ କଟକ ଜିଲ୍ଲା ପଛୁଆ, ଟିକା ନ ନେଲେ ଦରମା ବନ୍ଦ ପାଇଁ ଜିଲ୍ଲାପାଳଙ୍କ ନିଷ୍ପତ୍ତି
କଟକ- କୋଭିଡ ଟିକାକରଣରେ କଟକ ଜିଲ୍ଲା ଟିକେ ପଛେଇ ଯାଇଥିବାରୁ ଜିଲ୍ଲାପାଳ ଆପଣାଇଛନ୍ତି ଅଭିନବ ଉପାୟ ।ବହୁସଂଖ୍ୟାରେ ସ୍ୱାସ୍ଥ୍ୟକର୍ମୀ ଓ ଅଙ୍ଗନବାଡି କର୍ମୀ ଟିକା ପାଇଁ ପଂଜିକରଣ କରିଥିଲେ ମଧ୍ୟ ଟିକା ନେବା ପାଇଁ ଆସିନାହାନ୍ତି । ତେଣୁ ରାଜ୍ୟରେ କଟକ ଜିଲ୍ଲାରେ ଟିକାକରଣ ହାର କମ୍ ରହିଛି ।…