Browsing Tag

Cyclone Alert

‘ନିଭାର’ ପରେ ଏବେ ତାମିଲନାଡୁକୁ ‘ବୁରେଭି’ ଭୟ

ନୂଆଦିଲ୍ଲୀ - ଦକ୍ଷିଣପୂର୍ବ ବଙ୍ଗୋପ ସାଗରରେ ଏବେ ଆଉ ଏକ ବାତ୍ୟା ଦାନା ବାନ୍ଧୁଛି । ଏହି ସମ୍ଭାବ୍ୟ ବାତ୍ୟା ତାମିଲନାଡୁ ଓ ଶ୍ରୀଲଙ୍କା ଉପକୂଳ ଆଡକୁ ମୁହାଁଇବ ବୋଲି ପାଣିପାଗ ବିଭାଗର ପ୍ରାରମ୍ଭିକ ଆକଳନରେ କୁହାଯାଇଛି । ନଭେମ୍ବର ୨୫ରେ ବାତ୍ୟା ‘ନିଭାର’ ତାମିଲନାଡୁର କରାଇକେଲ ନିକଟରେ…