Browsing Tag

Delta Plus Variant

‘ବିଶେଷ ଘାତକ ନୁହେଁ ଡେଲଟା ପ୍ଲସ ଭେରିଆଂଟ’

ଭୁବନେଶ୍ୱର- ରାଜ୍ୟରେ ପ୍ରଥମ ଡେଲଟା ପ୍ଲସ୍ ଭେରିଆଂଟ୍ ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା । ସେ କହିଛନ୍ତି ଏହି ଭେରିଆଂଟ୍ ବିଶେଷ ଘାତକ ନୁହେଁ । ଯଦି ଘାତକ ହୋଇଥାଆନ୍ତା, ତାହା ହେଲେ ଦେବଗଡ ଜିଲ୍ଲାକୁ ଏହା ବ୍ୟାପି ଯାଇଥାଆନ୍ତା ।…

ଏପ୍ରିଲରେ ଡେଲଟା ପ୍ଲସ ଭେରିଆଂଟରେ ଆକ୍ରାନ୍ତ ହୋଇଥିଲେ ଦେବଗଡର ବ୍ୟକ୍ତି

ଭୁବନେଶ୍ୱର – ରାଜ୍ୟରେ ଗୋଟିଏ ଡେଲଟା ପ୍ଲସ ଭେରିଆଂଟ ଚିହ୍ନଟ ହେବା ଘଟଣା ସଂପର୍କରେ ଅଧିକ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି ଯେ, ଡେଲଟା ପ୍ଲସ ଭେରିଆଂଟରେ ଆକ୍ରାନ୍ତ ବ୍ୟକ୍ତି ଜଣକ ମାର୍ଚ୍ଚ ୩୦ରେ ପ୍ରଥମ ଟିକା ନେଇଥିଲେ । ସେ ଜଣେ ଲକ୍ଷଣଯୁକ୍ତ…

ଦେବଗଡରୁ ଓଡିଶାର ପ୍ରଥମ ଡେଲଟା ପ୍ଲସ ଭେରିଆଣ୍ଟ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ଓଡିଶାରେ ଡେଲଟା ପ୍ଲସ୍ ଭେରିଆଣ୍ଟ ଚିହ୍ନଟ ହୋଇଛି । ଦେଶରେ ଚିହ୍ନଟ ହୋଇଥିବା ୪୮ ଭେରିଆଂଟରୁ ଓଡିଶାରୁ ଗୋଟିଏ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ରାଜ୍ୟର ଦେବଗଡରୁ ଚିହ୍ନଟ ହୋଇଛନ୍ତି ଡେଲଟା ପ୍ଲସ୍ ଭେରିଆଣ୍ଟ ଆକ୍ରାନ୍ତ । ରୋଗୀଙ୍କ କଂଟ୍ରାକ୍ଟ…

ମହାରାଷ୍ଟ୍ରରେ ଡେଲ୍‌ଟା ପ୍ଲସ୍ ଭାରିଆଣ୍ଟରେ ପ୍ରଥମ ମୃତ୍ୟୁ

ମୁମ୍ବାଇ: ଡେଲ୍‌ଟା ପରେ ଏବେ ଡେଲ୍‌ଟା ପ୍ଲସ୍ ଭାରିଆଣ୍ଟର ମାମଲା ଭାରତରେ ବଢ଼ିବାରେ ଲାଗିଛି । ଦେଶରେ ଏହି ଭାରିଆଣ୍ଟ୍ ଜନିତ ପ୍ରଥମ ମୃତ୍ୟୁ ସାମ୍ନାକୁ ଆସିଛି । ମହାରାଷ୍ଟ୍ରର ରତ୍ନଗିରିରେ ଡେଲ୍‌ଟା ପ୍ଲସ୍ ଭାରିଆଣ୍ଟରେ ସଂକ୍ରମିତ ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି ।…

ଭାରତରେ ‘ଡେଲଟା ପ୍ଲସ୍’ ଭାରିଆଣ୍ଟର ୪୦ ମାମଲା

ନୂଆଦିଲ୍ଲୀ: ମହାରାଷ୍ଟ୍ର, କେରଳ ଏବଂ ମଧ୍ୟପ୍ରଦେଶରେ ପ୍ରାୟ ୪୦ଟି 'ଡେଲଟା ପ୍ଲସ୍' ଭାରିଆଣ୍ଟର ମାମଲା ରିପୋର୍ଟ ହୋଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବୁଧବାର କହିଛି। ଏହାକୁ 'ଚିନ୍ତାଜନକ' (ଭିଓସି) ଭାବରେ ଶ୍ରେଣୀଭୁକ୍ତ କରାଯାଇଛି । ମନ୍ତ୍ରଣାଳୟ କହିଛି ଯେ ଡେଲଟା ବ୍ୟତୀତ…