Browsing Tag

Emmauel Macron

ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରୋନଙ୍କୁ କରୋନା

ପ୍ୟାରିସ – ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍ ମାକ୍ରୋନ କରୋନା ସଂକ୍ରମିତ ହୋଇଛନ୍ତି । ରାଷ୍ଟ୍ରପତି ଭବନ ‘ଏଲିସି’ ତରଫରୁ ଏହି ସୂଚନା ଦିଆଯାଇଛି । ମାକ୍ରୋନଙ୍କ ଠାରେ ସାମାନ୍ୟ ଲକ୍ଷଣ ପ୍ରକାଶ ପାଇବା ପରେ ତାଙ୍କର କରୋନା ଟେଷ୍ଟ ହୋଇଥିଲା । ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି ବୋଲି ଫ୍ରେଞ୍ଚ୍…