Browsing Tag

FIFA U-17 World Cup

କରୋନା ଭୟ: ଦୁଇ ବିଶ୍ୱକପ୍ ବାତିଲ କଲା ଫିଫା

ଜୁରିକ – କରୋନା ମହାମାରୀ କାରଣରୁ ଫିଫା ଦୁଇ ବୟସ ବର୍ଗର ବିଶ୍ୱକପ୍ ବାତିଲ କରିବାକୁ ନିଷ୍ପତ୍ତି ନେଇଛି । ଆସନ୍ତା ବର୍ଷ ହେବାକୁ ଥିବା ଅଣ୍ଡର-୧୭ ଓ ଅଣ୍ଡର-୨୦ ବିଶ୍ୱକପକୁ ବାତିଲ କରାଯାଇଛି । ଏହି ଦୁଇ ବିଶ୍ୱକପ ୨୦୨୩ରେ ଆୟୋଜନ କରାଯିବ ବୋଲି ଫିଫା କହିଛି । ଇଣ୍ଡୋନେସିଆ ଅଣ୍ଡର-୨୦ ଏବଂ…