Browsing Tag

Former England bowler Robin Jackman

ପୂର୍ବତନ ଇଂଲଣ୍ଡ ବୋଲର ରବିନ୍ ଜ୍ୟାକମ୍ୟାନଙ୍କ ଦେହାନ୍ତ

ଲଣ୍ଡନ - ଇଂଲଣ୍ଡର ପୂର୍ବତନ ବୋଲର ତଥା ଭାଷ୍ୟକାର ରବିନ ଜ୍ୟାକମ୍ୟାନଙ୍କ ଶନିବାର ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ଜ୍ୟାକମ୍ୟାନ୍ ଇଂଲଣ୍ଡ ପାଇଁ ୪ଟି ଟେଷ୍ଟ ଓ ୧୫ଟି ଅନ୍ତର୍ଜାତୀୟ ଦିନିକିଆ ଖେଳିଥିଲେ । ଜ୍ୟାକମ୍ୟାନ୍ ୧୯୬୬ ରୁ ୧୯୮୨ ମଧ୍ୟରେ ୩୯୯…