Browsing Tag

Gautam Gambhir

ଏଲିମିନେଟରରେ ବାଙ୍ଗାଲୋର ହାରିଲା ପରେ ଗୌତମ ଗମ୍ଭୀରଙ୍କ ମନ୍ତବ୍ୟ : କୋହଲୀଙ୍କୁ ଟିମ୍‌ର ଅଧିନାୟକ ପଦରୁ ହଟାଇବା ଦରକାର

ନୂଆଦିଲ୍ଲୀ – ଚଳିତ ଆଇପିଏଲରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଏଲିମିନେଟରରେ ସନରାଇଜର୍ସ ହାଇଦ୍ରାବାଦଠାରୁ ୬ ୱିକେଟରେ ହାରି ବାଦ ପଡିଲା ପରେ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ବିରାଟ କୋହଲୀଙ୍କ ନେତୃତ୍ୱକୁ ନେଇ ପ୍ରଶ୍ନ ଉଠାଇଛନ୍ତି । କୋହଲୀଙ୍କୁ ବାଙ୍ଗାଲୋର ଟିମ୍‌ର ଅଧିନାୟକ ପଦରୁ…