Browsing Tag

Glacier Burst In Uttarakhand

ଉତ୍ତରାଖଣ୍ଡ ହିମସ୍ଖଳନ: ଟନେଲରେ ଫସି ରହିଛନ୍ତି ଆହୁରି ୩୪ ଲୋକ, ଉଦ୍ଧାରକାର୍ଯ୍ୟ ଜାରି

ଡେରାଡୁନ୍ – ଚାମୋଲି ଜିଲ୍ଲାର ଗ୍ଲେସିୟର ଭାଙ୍ଗିବା କାରଣରୁ ବିପର୍ଯ୍ୟୟ ପରେ ତାପୋବନ-ବିଷ୍ଣୁଗଡ ପ୍ରକଳ୍ପର ଏକ ଟନେଲରେ ଫସି ରହିଥିବା ପ୍ରାୟ ୩୪ ଜଣଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି। ଆଇଟିବିପି, ଏସଡିଆରଏଫ୍, ସେନା, ଜିଲ୍ଲା ପ୍ରଶାସନର ଦଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ।…