Browsing Tag

Heavy Rainfall

ଡିସେମ୍ବର ୨ ରୁ ୪ ଯାଏଁ ରାଜ୍ୟରେ ସମ୍ଭାବ୍ୟ ଲଘୁଚାପ ବର୍ଷା, ବାତ୍ୟା ହେବା ନେଇ ସ୍ପଷ୍ଟ ସୂଚନା ନାହିଁ

ଭୁବନେଶ୍ୱର- ଆସନ୍ତାକାଲି ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ କ୍ଷେତ୍ର ପ୍ରଭାବରେ ଡିସେମ୍ବର ୨ତାରିଖରୁ ୪ ଯାଏଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ, ଲଘୁଚାପ ବାତ୍ୟାର ରୂପ ନେବ କି ନାହିଁ…

ଆଜିଠୁ ରାଜ୍ୟରେ ବର୍ଷାରୁ ଆଶ୍ୱସ୍ତି, ୧୭ରୁ ଦକ୍ଷିଣ ଓଡିଶାରେ ପୁଣି ବର୍ଷା

ଭୁବନେଶ୍ୱର- ଲଘୁଚାପ ପ୍ରଭାବରେ ରାଜ୍ୟରେ ବିଭିନ୍ନ ଜିଲ୍ଲା ବିଶେଷ କରି ଦକ୍ଷିଣ ଓଡିଶାର ଜିଲ୍ଲାଗୁଡିକରେ ଗତ ଦୁଇ ତିନି ଦିନ ପ୍ରବଳ ବର୍ଷା ପରେ ଆଜିଠାରୁ ଆଶ୍ୱସ୍ତି ମିଳିବ । ଆଜିଠାରୁ ଓଡିଶାର ଜିଲ୍ଲାଗୁଡିକରେ ବର୍ଷାର ପ୍ରଭାବ କମିବ । ଶୀତର ପ୍ରଭାବ ରହିବ ନାହିଁ । ଆକାଶ ମେଘାଚ୍ଛନ୍ନ…

ରାଜ୍ୟର ଅନେକ ସ୍ଥାନରେ ଲଘୁଚାପ ବର୍ଷା, ୧୧ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ, ଛତ୍ରପୁରରେ ସର୍ବାଧିକ ବର୍ଷା

ଭୁବନେଶ୍ୱର- ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହୋଇଛି । ଏହା ବର୍ତ୍ତମାନ ତାମିଲନାଡୁ ଉପକୂଳ ଓ ଆଭ୍ୟନ୍ତରୀଣ ଅଂଚଳରେ ସକ୍ରିୟ ରହିଛି । ସେହି ଅଂଚଳରୁ ଗୋଟିଏ ଟ୍ରାପ ଲାଇନ ଓଡିଶା ଯାଏଁ ଲମ୍ବିଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ…