Browsing Tag

Income tax department

ବ୍ୟକ୍ତିଗତ ଆୟକର ରିଟର୍ଣ୍ଣ ଦାଖଲ କରିବାର ସମୟସୀମା ଜାନୁଆରୀ ୧୦କୁ ବୃଦ୍ଧି

ନୂଆଦିଲ୍ଲୀ – କରଦାତାଙ୍କୁ ମିଳିଲା ଆଶ୍ୱସ୍ତି । ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବ୍ୟକ୍ତିଗତ ଆୟକର ରିଟର୍ଣ୍ଣ -ଆଇଟିଆର ଦାଖଲ କରିବାର ସମୟସୀମା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ପୂର୍ବ ସମୟସୀମା ଥିଲା ଡିସେମ୍ବର ୩୧ । ଏବେ ଏହା ଜାନୁଆରୀ ୧୦ ତାରିଖ ଯାଏଁ ଏହା ବୃଦ୍ଧି କରାଯାଇଛି । ଏ ନେଇ…

ରାଉରକେଲାର ୩ଟି ଶିଳ୍ପ ସଂସ୍ଥା ୧୭୦ କୋଟିର ଟିକସ ଫାଙ୍କିଛନ୍ତି

ରାଉରକେଲା- ରାଉରକେଲାର ୩ ଶିଳ୍ପ ସଂସ୍ଥା ନାଁରେ ୧୭୦ କୋଟିର ଟିକସ ଫାଙ୍କି ଅଭିଯୋଗ ହୋଇଛି । କେନ୍ଦ୍ରୀୟ ଆୟକର ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଇସ୍ପାତ ଦ୍ରବ୍ୟ ଉତ୍ପାଦନ ଓ ବାଣିଜ୍ୟ ସହ ସଂପୃକ୍ତ ୩ଟି ଶିଳ୍ପ ସଂସ୍ଥା ଟିକସ ଫାଙ୍କିଛନ୍ତି । ଗତ ୩ ତାରିଖରେ ଏସବୁ ଶିଳ୍ପ ସଂସ୍ଥାରେ…