Browsing Tag

India

କରୋନା ଅପଡେଟ୍: ଭାରତରେ ୫,୩୨୬ ନୂଆ ମାମଲା, ୪୫୩ ମୃତ, ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୨୦୦ ଛୁଇଁଲା

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ମାମଲା ହ୍ରାସ ପାଉଥିବା ବେଳେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ର ମାମଲା ବୃଦ୍ଧି ପାଉଛି | ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ମଙ୍ଗଳବାର ସକାଳେ ଜାରି ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟାରେ ୫,୩୨୬ ନୂଆ କରୋନା ମାମଲା ଆସିଛି ଏବଂ ୪୫୩ ଜଣ ଲୋକ ପ୍ରାଣ…

କରୋନା ଅପଡେଟ୍: ଦେଶରେ ଆଉ ୬,୯୮୪ ନୂଆ ମାମଲା, ୨୪୭ ମୃତ

ନୂଆଦିଲ୍ଲୀ: ବୁଧବାର ଦେଶରେ ୬,୯୮୪ ନୂଆ କରୋନା ମାମଲା ରୁଜୁ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୪୭ ଜଣଙ୍କର ମୃତ୍ୟୁ ହୋଇଛି। କିନ୍ତୁ ୮,୧୬୮ ଲୋକ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି । ଦେଶରେ ଏପର୍ଯ୍ୟନ୍ତ ୮୭,୫୬୨ ସକ୍ରିୟ କୋଭିଡ ମାମଲା ରହିଛି। ଦେଶରେ ଏଯାବତ୍ ୩,୪୧,୪୬,୯୩୧ ଲୋକ କୋଭିଡଙ୍କୁ…

ଦେଶର ୫ ରାଜ୍ୟରେ ଓମିକ୍ରନ୍ ବିସ୍ଫୋରଣ, ଦିନକରେ ୧୭ ରୋଗୀ ଚିହ୍ନଟ, ମୋଟ ମାମଲା ୨୧କୁ ବୃଦ୍ଧି

ନୂଆଦିଲ୍ଲୀ:ଦେଶରେ ଓମିକ୍ରନ ମାମଲା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ଓମିକ୍ରନ୍ ର ୧୭ଟି ମାମଲା ପଞ୍ଜୀକୃତ ହୋଇଥିଲା । ଏଥିସହ ବର୍ତ୍ତମାନ ମୋଟ ଓମିକ୍ରନ ରୋଗୀଙ୍କ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି | ରବିବାର ଦିନ ରିପୋର୍ଟ ହୋଇଥିବା ୧୭ଟି ମାମଲା ମଧ୍ୟରୁ ୯ଟି ରାଜସ୍ଥାନର ରାଜଧାନୀ…