Browsing Tag

Indian Cricket Team

ଟି-୨୦ ବିଶ୍ବକପରେ ଆଜି ଆଫଗାନିସ୍ତାନକୁ ଭେଟିବ ଭାରତ, କୋହଲିଙ୍କ ଦଳକୁ ଜରୁରୀ ବୃହତ୍ ବିଜୟ

ଆବୁଧାବି: ଭାରତ ବୁଧବାର ନିଜ ତୃତୀୟ ଗ୍ରୁପ୍‌-୨ ମ୍ୟାଚରେ ଆଫଗାନିସ୍ତାନକୁ ଭେଟିବ । ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ଠାରୁ ଶୋଚନୀୟ ପରାଜୟ ପରେ ଦଳର ସେମିଫାଇନାଲ ପଥ କଷ୍ଟକର ହୋଇଥିବା ବେଳେ ନିଜ ଅଭିଯାନକୁ ଟ୍ରାକକୁ ଆଣିବା ପାଇଁ ଭାରତକୁ ବୃହତ ବିଜୟ ଜରୁରୀ । ଏହାଛଡ଼ା କୋହଲିଙ୍କୁ ସଠିକ ଓ…

ଟି୨୦ ବିଶ୍ୱକପରେ ଭାରତ ଟାଇଟଲ ଦାବିଦାର ବୋଲି କହିଲେ ଏହି ପାକ୍ କିମ୍ବଦନ୍ତୀ

ଲାହୋର: ୟୁଏଇ ଏବଂ ଓମାନରେ ଚାଲିଥିବା ଟି୨୦ ବିଶ୍ୱକପ୍ ଜିିିତିବା ପାଇଁ ଭାରତ ଟାଇଟଲ ଦାବିଦାର ବୋଲି ପାକିସ୍ତାନର ପୂର୍ବତନ ଅଧିନାୟକ ଇଞ୍ଜାମାମ ଉଲ୍ ହକ୍ କହିଛନ୍ତି । ଇଞ୍ଜାମାମ୍ କହିଛନ୍ତି ଯେ, ୟୁଏଇ ଏବଂ ଓମାନର ପରିବେଶ ଭାରତୀୟ ଉପମହାଦେଶ ଭଳି । ଏଭଳି ପରିବେଶରେ ବିରାଟ କୋହଲିଙ୍କ ଦଳ…

ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ପାଇଁ ଭାରତର ଚୂଡାନ୍ତ ଦଳ ଘୋଷିତ,ତିନି ପେସର ଓ ଦୁଇ ସ୍ପିନର ସାମିଲ

ସାଉଥହାମ୍ପଟନ : ନ୍ୟୁଜିଲାଣ୍ଡ ବିପକ୍ଷରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ପାଇଁ ଚୂଡାନ୍ତ ଭାରତୀୟ ଦଳ ଘୋଷଣା କରାଯାଇଛି । ଘୋଷିତ ଦଳରେ ୫ ବୋଲରଙ୍କୁ ସ୍ଥାନ ଦିଆଯାଇଛି । ଚୂଡାନ୍ତ ଦଳରେ ତିନି ପେସର ଓ ଦୁଇ ସ୍ପିନରଙ୍କୁ ସ୍ଥାନ ମିଳିଛି । ଚୂଡାନ୍ତ ଦଳ ହେଲା – ରୋହିତ ଶର୍ମା,…