Browsing Tag

India’s HDI rank slips to 131

ମାନବ ବିକାଶ ସୂଚକାଙ୍କରେ ୧୩୧ତମ ସ୍ଥାନକୁ ଖସିଲା ଭାରତ

ନୂଆଦିଲ୍ଲୀ - ଜାତିସଂଘ ବିକାଶ କାର୍ଯ୍ୟକ୍ରମ (ୟୁଏନଡିପି) ଦ୍ଵାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୨୦୨୦ ମାନବ ବିକାଶ ସୂଚକାଙ୍କରେ ଭାରତ ୧୮୯ ଟି ଦେଶ ମଧ୍ୟରେ ୧୩୧କୁ ଖସି ଆସିଛି। ମାନବ ବିକାଶ ସୂଚକାଙ୍କ ହେଉଛି ଏକ ଦେଶର ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଜୀବନ ଧାରଣର ମାନ ଆକଳନ। ୨୦୧୯ରେ ଜନ୍ମ…