Browsing Tag

IPL 2021

କେକେଆରକୁ ହରାଇ ଚେନ୍ନାଇ ସୁପରକିଙ୍ଗ୍ସ ଚତୁର୍ଥ ଥର ଆଇପିଏଲ୍ ଚାମ୍ପିୟନ୍

ଦୁବାଇ: ତିନି ବର୍ଷ ପରେ ଚେନ୍ନାଇ ସୁପରକିଙ୍ଗ୍ସ ପୁଣି ଆଇପିଏଲ୍ ଚାମ୍ପିୟନ ହୋଇଛି । ଆଜି ଅନୁଷ୍ଠିତ ଫାଇନାଲରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍)କୁ ୨୭ ରନରେ ହରାଇ ଚେନ୍ନାଇ ଚତୁର୍ଥ ଥର ପାଇଁ ଟାଇଟଲ୍ ଜିତିଛି । ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ରେକର୍ଡ ୩୦୦ତମ ଟି୨୦ ମ୍ୟାଚରେ…

ଆଜି ଆଇପିଏଲର ଗ୍ରାଣ୍ଡ ଫାଇନାଲ୍, ଟ୍ରଫି ପାଇଁ ସୁପରକିଙ୍ଗ୍ସ-ନାଇଟ୍ ରାଇଡର୍ସ ଲଢ଼େଇ

ଦୁବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୧ ସଂସ୍କରଣ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି | ଆଇପିଏଲ୍ ୨୦୨୧ର ପ୍ରଥମ ପର୍ଯ୍ୟାୟ ଭାରତରେ ହେବା ପରେ କରୋନା କାରଣରୁ ଏହାର ଦ୍ୱିତୀୟ ପର୍ଯ୍ୟାୟ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) କୁ ସ୍ଥାନାନ୍ତରିତ ହୋଇଥିଲା । ଆଜି ଟୁର୍ଣ୍ଣାମେଣ୍ଟର…

ଆଜି ଆଇପିଏଲ୍ ଏଲିମିନେଟରରେ ଆରସିବି-କେକେଆର୍ ଲଢେଇ

ଶାରଜା: ଆଇପିଏଲରେ ଆଜି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଓ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍‌) ମଧ୍ୟରେ ଏଲିମିନେଟର ମ୍ୟାଚ୍ ଖେଳାଯିବ । ବିରାଟ କୋହଲିଙ୍କ ନେତୃତ୍ୱ ଦକ୍ଷତାର ଏହା ଆଉ ଏକ ପରୀକ୍ଷା ହେବ । ନିଜ ଆକ୍ରମଣାତ୍ମକ ଆଭିମୁଖ୍ୟ ପାଇଁ ପରିଚିତ କୋହଲିଙ୍କ ଆଗରେ ଅଛନ୍ତି…