Browsing Tag

JD(U)

ବିହାର ବିଧାନସଭା ନିର୍ବାଚନ ପାଇଁ ଏନଡିଏର ଆସନ ବୁଝାମଣା ଚୂଡାନ୍ତ, ଜେଡିୟୁ ୧୨୨ ଓ ବିଜେପି ୧୨୧ଟି ଆସନରେ ଲଢିବ

ପାଟନା- ବିହାର ନିର୍ବାଚନ ପାଇଁ ଏନଡିଏ ମଧ୍ୟରେ ଆସନ ବୁଝାମଣା ଚୂଡାନ୍ତ ହୋଇଛି । ୨୪୩ ଆସନରୁ ଜେଡିୟୁ ୧୧୫ଟି ଆସନରେ ଲଢିବ । ଜେଡିୟୁ ନିଜ କୋଟାରୁ ଜିତନ ରାମ ମାଂଝିଙ୍କ ହିନ୍ଦୁସ୍ଥାନୀ ଆୱାମ ମୋର୍ଚ୍ଚାକୁ -ଏଚଏମମକୁ ୭ଟି ଆସନ ଛାଡିଦେଇଛି । ବିଜେପି ୧୨୧ ଆସନରେ ଲଢିବ । ବିଜେପି ନିଜ କୋଟାରୁ…