Browsing Tag

KALIA Scheme

ପୁରୀ ଜିଲ୍ଲା ଚାଷୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାଳିଆ ସହାୟତା ଘୋଷଣା

ଜିଲ୍ଲାର ୧,୬୫,୧୩୧ ଚାଷୀ ପାଇବେ 33କୋଟି ଟଙ୍କାର ସହାୟତା । ଭୁବନେଶ୍ବର: ୨୦୨୧-୨୨ ରବି ଋତୁ ପାଇଁ ପୁରୀ ଜିଲ୍ଲାର ଚାଷୀ ମାନେ କାଳିଆ ସହାୟତା ଭାବରେ ୨୦୦୦ ଟଙ୍କା ଲେଖାଏ ସହାୟତା ପାଇବେ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ବିଷୟ ଘୋଷଣା କରିଛନ୍ତି। ଜିଲ୍ଲାର ୧,୬୫,୧୩୧ ଜଣ କ୍ଷୁଦ୍ର…

ଭୂମିହୀନ ଚାଷୀଙ୍କ ଖୁସି-ନିର୍ମାତା – ନବୀନ

ଦୁନିଆ, ଦେଶ, ପ୍ରଦେଶ ସମକ୍ଷରେ ଆଜି ମହାମାରୀର ବିପତ୍ତି। କରୋନା କାରଣରୁ ପ୍ରତ୍ୟେକ ପରିସରରେ - ଆମ ଦେଶ କୁହନ୍ତୁ ଅବା ଆମ ରାଜ୍ୟ - ଊଣା ଅଧିକେ ସମସ୍ତଙ୍କ ରୋଜଗାର ତଥା ଆୟର ପନ୍ଥା ପ୍ରଭାବିତ ହୋଇଛି। ଆମ ରାଜ୍ୟ ପ୍ରସଙ୍ଗରେ କହିଲେ ସବୁଠୁ କଠିନ ସଙ୍କଟ ଭୋଗିଥିଲେ ରାଜ୍ୟର ପ୍ରାୟ ୧୮ ଲକ୍ଷ…

୪୨ ଲକ୍ଷ ଚାଷୀଙ୍କ ହୃଦୟ ପୁଣି ଜିଣିଲେ ମୁଖ୍ୟମନ୍ତ୍ରୀ: ଧନ୍ୟବାଦ ନବୀନ ବାବୁ

ଲେଖକ : ପ୍ରତିଭା ନେପାକ କୌଣସି ଶୁଭ କାମ ଆରମ୍ଭ ବେଳେ ଉପହାର ଦେବା ପ୍ରାଚୀନ ଭାରତୀୟ ପରମ୍ପରାର ଅଂଶବିଶେଷ । ଏହା ଜରିଆରେ ଉପହାର ଗ୍ରହଣ କରୁଥିବା ବ୍ୟକ୍ତିର କାର୍ଯ୍ୟସିଦ୍ଧି ସାଙ୍ଗକୁ ମଙ୍ଗଳ କାମନା କରାଯାଇଥାଏ । ପବିତ୍ର ଅକ୍ଷୟ ତୃତୀୟା ତିଥିର ଦିନକ ପୂର୍ବରୁ ଓଡ଼ିଶାର ୪୨ ଲକ୍ଷ…

କାଳିଆ : ଚାଷୀଙ୍କ ସାହା, ମୁଖ୍ୟମନ୍ତ୍ରୀଙ୍କ ୯୨୦କୋଟି ଟଙ୍କାର ଅକ୍ଷୟତୄତୀୟା ଭେଟି

ଭୂବନେଶ୍ୱର: ଆସନ୍ତା କାଲି ଅଷୟତୃତୀୟା।ରାଜ୍ୟର ଚାଷୀ ପରିବାର ପାଇଁ ଏକ ଆନନ୍ଦ ର ଦିନ । ଚାଷ କାମ ର ଅନୁକୂଳ କାଲି ଠାରୁ ଆରମ୍ଭ ହୋଇଥାଏ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀ ଭାଇ ଭଉଣୀ ମାନଙ୍କୁ ଶୁଭେଛା ଜଣାଇବା ସହ ରାଜ୍ୟର ୪୨ ଲଷ ଚାଷୀ ପରିବାର ର ବ୍ୟାଙ୍କ ଖାତାରେ ଖରିଫ…