Browsing Tag

Karnataka

କର୍ଣ୍ଣାଟକ ବିଜେପିରେ ଆନ୍ତଃ କନ୍ଦଳ, ମୁଖ୍ୟମନ୍ତ୍ରୀ ୟେଦୁରପ୍ପାଙ୍କ ପ୍ରତି ବଢ଼ୁଛି ଅସନ୍ତୋଷ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଜେପିରେ ଏବେ ଆନ୍ତଃ କନ୍ଦଳ ଚର୍ଚ୍ଚାର ବିଷୟ ପାଲଟିଛି । ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା ନିଜ ଦଳ ଓ ସରକାର ଭିତରେ ବିରୋଧର ସମ୍ମୁଖୀନ ହୋଇଛନ୍ତି । ତାଙ୍କ ପ୍ରତି ଦଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ପଦରେ ରହିବା ପାଇଁ ଅଯୋଗ୍ୟ ବୋଲି…

କର୍ଣ୍ଣାଟକ ଶିବାମୋଗାରେ ଡାଇନାମାଇଟ୍ ବିସ୍ଫୋରଣରେ ୮ ମୃତ, ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ

ବେଙ୍ଗାଲୁରୁ - କର୍ଣ୍ଣାଟକର ଶିବାମୋଗାରେ ଗୁରୁବାର ରାତି ୧୦ଟା ୨୦ ମିନିଟରେ ସମୟରେ ଡାଇନାମାଇଟ୍ ବିସ୍ଫୋରଣ ଘଟି ୮ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରୁପ୍ପା ନିର୍ଦ୍ଦେଶ ଦେଇଛନ୍ତି। ଶୁକ୍ରବାର ସକାଳେ ପୋଲିସ ଏବଂ…