Browsing Tag

Kerala Floods

କେରଳରେ ବନ୍ୟା ସ୍ଥିତି ଗମ୍ଭୀର, ୧୦ଟି ଡ୍ୟାମ୍ ପାଇଁ ରେଡ୍ ଆଲର୍ଟ, ସବରିମାଲା ଯାତ୍ରା ସ୍ଥଗିତ

କେରଳ: କେରଳରେ ପ୍ରବଳ ବର୍ଷା ଓ ଗମ୍ଭୀର ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ୧୦ଟି ଡ୍ୟାମ୍ ପାଇଁ ରେଡ ଆଲର୍ଟ ଜାରି କରାଯାଇଥିବାବେଳେ କକ୍କି ଡ୍ୟାମର ଦୁଇଟି ଫାଟକ ଖୋଲାଯାଇଛି। ସବରିମାଲାସ୍ଥିତ ପ୍ରଭୁ ଆୟାପ୍ପା ମନ୍ଦିର ଯାତ୍ରା ମଧ୍ୟ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ଅନ୍ୟପକ୍ଷରେ…