Browsing Tag

Lalit Nayak

ସମାଜସେବୀ ଲଳିତ ନାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର- ବିଶିଷ୍ଟ ସମାଜସେବୀ ତଥା ଶ୍ରମିକ ନେତା ଲଳିତ ନାୟକଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକଙ୍କ କଲ୍ୟାଣ ସହ ରକ୍ତଦାନ କ୍ଷେତ୍ରରେ ତାଙ୍କ ଅବଦାନ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ ବୋଲି ମୁଖ୍ୟମନ୍ତ୍ରୀ ଶୋକ ବାର୍ତ୍ତାରେ କହିଛନ୍ତି ।…

ସମାଜସେବୀ ଓ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ

ଭୁବନେଶ୍ୱର- ଜଣାଶୁଣା ସମାଜସେବୀ ଓ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ ହୋଇଯାଇଛି । ଆଜି ସକାଳ ୫ଟାରେ ଭୁବନେଶ୍ୱର ଏମସରେ ତାଙ୍କର ଦେହାନ୍ତ ହୋଇଛି । ସେ ବୋନ କ୍ୟାନସରରେ ପୀଡିତ ହୋଇ ଗତ କିଛି ମାସ ହେବ ଚିକିତ୍ସିତ ହେଉଥିଲେ । ଅଶୀ ଦଶକରେ ଲଳିତ ନାୟକ ବଲାଙ୍ଗୀରରେ ଛାତ୍ର ରାଜନୀତିରେ ବେଶ୍…