Browsing Tag

Maa Biraja Car Festival

ଯାଜପୁର ମାଆ ବିରଜାଙ୍କ ରଥଯାତ୍ରାକୁ ହାଇକୋର୍ଟଙ୍କ ସର୍ତମୂଳକ ଅନୁମତି, କୋଭିଡ କଟକଣା ମଧ୍ୟରେ ଯାତ୍ରା ଆୟୋଜନ ପାଇଁ…

ଯାଜପୁର-କୋରୋନା ଯୋଗୁଁ ରାଜ୍ୟରେ ପ୍ରମୁଖ ପୀଠରେ ପର୍ବପର୍ବାଣୀ ଉପରେ କଟକଣା ଲାଗିଛି । କଠୋର କୋଭିଡ କଟକଣା ମଧ୍ୟରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସଂପନ୍ନ ହୋଇଥିଲା । ଏବେ କୋଭିଡ କଟକଣା ମଧ୍ୟରେ ଯାଜପୁର ମାଆ ବିରଜାଙ୍କ ମନ୍ଦିରର ସିଂହ ଧ୍ୱଜ ବା ବିଜୟା ରଥଯାତ୍ରା ହେବ । ଏ ନେଇ ହାଇକୋର୍ଟ…